ବ୍ରେକିଂ ନ୍ୟୁଜ୍

ଓଡ଼ିଶା

ସ୍କୁଲ୍ ବହିରେ ତ୍ରୁଟି, ରିପୋର୍ଟ ମାଗିଲେ PMO

ଭୁବନେଶ୍ୱର: ଓଡ଼ିଶାର ସ୍କୁଲ୍‌ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ବିବାଦ ଥମିବାର ନାଁ ନେଉନି। ଏବେ ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ହସ୍ତକ୍ଷେପ କରିଛି। କ୍ଲାସ୍‌ ୧ରୁ ୮ ପ…

ପ୍ରକାଶିତ: ସେପ୍ଟେମ୍ବର 29, 2026, 5:13 PM · 1 ମିନିଟ୍ ପଠନ · 1 ଦର୍ଶନ

Read in English

ସ୍କୁଲ୍ ବହିରେ ତ୍ରୁଟି, ରିପୋର୍ଟ ମାଗିଲେ PMO

ଭୁବନେଶ୍ୱର: ଓଡ଼ିଶାର ସ୍କୁଲ୍‌ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ବିବାଦ ଥମିବାର ନାଁ ନେଉନି। ଏବେ ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ହସ୍ତକ୍ଷେପ କରିଛି। କ୍ଲାସ୍‌ ୧ରୁ ୮ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଚିହ୍ନଟ ତ୍ରୁଟିକୁ ନେଇ ଓଡ଼ିଶାର ସ୍କୁଲ୍ ଓ ଗଣଶିକ୍ଷା (S&ME) ବିଭାଗଠାରୁ ବିସ୍ତୃତ ରିପୋର୍ଟ ମାଗିଛି PMO।

In-article advertisement

ଏହି ମାମଲାରେ RTI କର୍ମୀ ପ୍ରଦୀପ ପ୍ରଧାନ PMOଙ୍କ ନିକଟରେ ଅଭିଯୋଗ କରିଥିଲେ। ଏବେ PMO ପକ୍ଷରୁ S&ME ବିଭାଗକୁ ରିପୋର୍ଟ ମଗାଯିବା ପରେ ମାମଲା ପୁଣି ଚର୍ଚ୍ଚାକୁ ଆସିଛି।

ସମ୍ପର୍କିତ ସମ୍ବାଦ

ଟ୍ୟୁସନ ଯାଉଥିବା ବେଳେ ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ନାବାଳକ
ଓଡ଼ିଶା

ଟ୍ୟୁସନ ଯାଉଥିବା ବେଳେ ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ନାବାଳକ

ଭଦ୍ରକ: ବନ୍ୟାଜଳରେ ଭାସିଗଲା ୧୦ ବର୍ଷର ଶିଶୁ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଟାସାହି ପଞ୍ଚାୟତ ଅଧୀନ ମହାଦେବସାହିରେ ଏହି ଅଘଟଣ ଘଟିଛି। ନିଖୋଜ ଶିଶୁ ହେଉଛନ୍ତି ସୁଭ୍ରାଂଶୁ ପଣ୍ଡା। ସେ ଶ୍ରୀକ…

ସେପ୍ଟେମ୍ବର 29, 06:08 PM

ଆସନ୍ତାକାଲି ଶ୍ରୀମନ୍ଦିରରେ ବନକଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ଓଡ଼ିଶା

ଆସନ୍ତାକାଲି ଶ୍ରୀମନ୍ଦିରରେ ବନକଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ଆସନ୍ତାକାଲି ଶ୍ରୀମନ୍ଦିର ଯାଉଥିବା ଭକ୍ତଙ୍କ ପାଇଁ ଜରୁରୀ ସୂଚନା। ବନକଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJ…

ସେପ୍ଟେମ୍ବର 29, 05:20 PM

ଭାରତୀୟ ଆକାଶରେ F-୩୫ରେ; ‘ତରଙ୍ଗ ଶକ୍ତି’ରେ ପ୍ରଥମଥର ଆମେରିକାର ଷ୍ଟେଲ୍ଥ ଫାଇଟର
ଓଡ଼ିଶା

ଭାରତୀୟ ଆକାଶରେ F-୩୫ରେ; ‘ତରଙ୍ଗ ଶକ୍ତି’ରେ ପ୍ରଥମଥର ଆମେରିକାର ଷ୍ଟେଲ୍ଥ ଫାଇଟର

ଭାରତୀୟ ଆକାଶରେ ନଜର ଆସିବ ଆମେରିକାର ଅତ୍ୟାଧୁନିକ ଷ୍ଟେଲ୍ଥ ଫାଇଟର ଜେଟ୍ F-35A Lightning II। ପ୍ରଥମଥର ପାଇଁ ଭାରତରେ ଆୟୋଜିତ ଏକ ବହୁରାଷ୍ଟ୍ରୀୟ ବାୟୁସେନା ଅଭ୍ୟାସରେ F-35A ସାମିଲ ହୋଇଛି…

ସେପ୍ଟେମ୍ବର 29, 03:13 PM

ଭିଜିଲାନ୍ସ ରେଡ୍‌ରେ ଖୋଲିଲା AEEଙ୍କ ସମ୍ପତ୍ତି ରହସ୍ୟ; ମିଳିଲା ଜମି, କୋଠା ଓ ଲକ୍ଷ ଲକ୍ଷ ଟଙ୍କା
ଓଡ଼ିଶା

ଭିଜିଲାନ୍ସ ରେଡ୍‌ରେ ଖୋଲିଲା AEEଙ୍କ ସମ୍ପତ୍ତି ରହସ୍ୟ; ମିଳିଲା ଜମି, କୋଠା ଓ ଲକ୍ଷ ଲକ୍ଷ ଟଙ୍କା

ମାଲକାନଗିରି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସରକାରୀ ଯନ୍ତ୍ରୀ। ମାଥିଲି ବ୍ଲକର Assistant Executive Engineer (AEE) ଶିଶିର କୁମାର ଦା…

ସେପ୍ଟେମ୍ବର 29, 02:12 PM