Breaking News

Odisha

ପରୀକ୍ଷଣ ଖବର

ଭୁବନେଶ୍ୱର: ବିଜେପିରେ ବଡ଼ ସାଙ୍ଗଠନିକ ଅଦଳବଦଳ। ଦଳର ଜାତୀୟ ସଭାପତି ନୀତିନ ନବୀନ ଗୁରୁବାର ବିଭିନ୍ନ ରାଜ୍ୟ ପାଇଁ ନୂଆ ସାଙ୍ଗଠନିକ ଦାୟିତ୍ୱ ଘୋଷଣା କରିଛନ୍ତି। ଏହି ନୂଆ ବ୍ୟବସ୍ଥାରେ ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ସୌଦାନ ସିଂହଙ୍କୁ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଦାୟିତ୍ୱ ଦିଆଯାଇଛି। ତାଙ୍କ କେନ୍ଦ୍ର ଭୁବନେଶ୍ୱର ରହିବ।

ନୂଆ ଦାୟିତ୍ୱ ଅନୁଯାୟୀ, ସୌଦାନ ସିଂହ ଏହି ଚାରିଟି ରାଜ୍ୟର ଦଳୀୟ ସାଙ୍ଗଠନିକ କାର୍ଯ୍ୟ, ଆଭ୍ୟନ୍ତରୀଣ ସମନ୍ୱୟ ଓ ଦଳୀୟ ବ୍ୟବସ୍ଥାର ତଦାରଖ କରିବେ। ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନିଯୁକ୍ତିଗୁଡ଼ିକ ତତ୍କାଳ ଲାଗୁ ହେବ ବୋଲି ଜଣାପଡ଼ିଛି। ସେହିପରି ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ଶିବପ୍ରକାଶଙ୍କୁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଗୋଆର ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଛି। ତାଙ୍କ କେନ୍ଦ୍ର ମୁମ୍ବାଇ ରହିବ।

By Rajesh Kumar · Odisha Correspondent

Published: 25 Sept 2026, 12:19 pm · 1 min read · 0 Views

ଓଡ଼ିଆରେ ପଢ଼ନ୍ତୁ

ଅନ୍ୟପଟେ, ଭି. ସତୀଶଙ୍କୁ ଏସ୍‌ସି ଓ ଏସ୍‌ଟି ମୋର୍ଚ୍ଚାର

ଅନ୍ୟପଟେ, ଭି. ସତୀଶଙ୍କୁ ଏସ୍‌ସି ଓ ଏସ୍‌ଟି ମୋର୍ଚ୍ଚାର ସାଙ୍ଗଠନିକ ଦାୟିତ୍ୱ ସହ ବିଜେପିର ସଂସଦୀୟ କାର୍ଯ୍ୟାଳୟର ଦାୟିତ୍ୱ ଦିଆଯାଇଛି। ଦଳର ସାଙ୍ଗଠନିକ ଢାଞ୍ଚାକୁ ଆହୁରି ସୁଦୃଢ଼ କରିବା ଏବଂ ବିଭିନ୍ନ ରାଜ୍ୟ ମଧ୍ୟରେ ସମନ୍ୱୟ ବଢ଼ାଇବା ଉଦ୍ଦେଶ୍ୟରେ ଏହି ନୂଆ ଦାୟିତ୍ୱ ବଣ୍ଟନ କରାଯାଇଛି।

1790313379839-xb3unt.jpg

ନୂଆ ଦାୟିତ୍ୱ ଅନୁଯାୟୀ, ସୌଦାନ ସିଂହ ଏହି ଚାରିଟି ରାଜ୍ୟର ଦଳୀୟ ସାଙ୍ଗଠନିକ କାର୍ଯ୍ୟ, ଆଭ୍ୟନ୍ତରୀଣ ସମନ୍ୱୟ ଓ ଦଳୀୟ ବ୍ୟବସ୍ଥାର ତଦାରଖ କରିବେ। ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନିଯୁକ୍ତିଗୁଡ଼ିକ ତତ୍କାଳ ଲାଗୁ ହେବ ବୋଲି ଜଣାପଡ଼ିଛି। ସେହିପରି ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ଶିବପ୍ରକାଶଙ୍କୁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଗୋଆର ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଛି। ତାଙ୍କ କେନ୍ଦ୍ର ମୁମ୍ବାଇ ରହିବ।

In-article advertisement

Related News

Odisha

25 Sept, 10:43 am

Test News
Odisha

Test News

OSSC publishes combined graduate recruitmentOSSC publishes combined graduate recruitment

23 Sept, 01:36 pm

Heavy rainfall alert issued for coastal Odisha; schools on watch

A yellow-to-orange alert is in force as a low-pressure area over the Bay of Bengal intensifies.

19 Aug, 10:50 am

Puri civic body rolls out festival-season crowd and sanitation plan

Officials said the plan focuses on pedestrian flow, waste pickup and heat-health desks.

19 Aug, 07:50 am